ବର୍ଷା ଏକ ସ୍ମୃତି ସେଇ ପିଲାଦିନର କଳାହାଣ୍ଡିଆ ମେଘ ଦେଖି ମାଆ କୋଳରେ ଲୁଚିବାର ବାପାଙ୍କ ଫେରିବା ବାଟକୁ ଚାହିଁ ମାଆ କାନ୍ଦିବାର I ଅସରାଏ ବର୍ଷୀଯିବା ପରେ ଆମ୍ବବାଡିରୁ ଆମ୍ବ ଗୋଟେଇ ଭାଇ ସହ ଭାଗିଦାରୀ କରିବାର I ବାପାଙ୍କ ରେଜେଇ ଚିନ୍ତାରେ ଚିନ୍ତାରେ ଦିନ ଯାଏ ବିତି ସୁଖ ଖୋଜୁଖୋଜୁ ଦୁଃଖେ ଉବୁଟୁବୁ ଫେରିବା ବାଟକୁ ପାଏନି ଆଖି ପିଲା ଫେରିବା ଦିନକୁ ଆଲୋକ ଅନ୍ଧକାର ଦୀପାବଳି ପରେ

Oriya ବାପାଙ୍କ ଫେରିବା ବାଟକୁ ଚାହିଁ ମାଆ କାନ୍ଦିବାର Iଅସରାଏ ବର୍ଷୀଯିବା ପରେ Poems